www.samajalive.in
Sunday, December 7, 2025
26.1 C
Bhubaneswar

ଆରଏସ୍‍ଏସ୍‍ ପକ୍ଷରୁ କାମାକ୍ଷାନଗର ଡାକ୍ତରଖାନାରେ ରନ୍ଧାଖାଦ୍ୟ ବଣ୍ଟନ

ଭୁବନେଶ୍ୱର : କରୋନା ମହାମାରୀ ଜନିତ ଲକ୍‍ଡାଉନ୍‍ ପରିସ୍ଥିତିରେ ଗରିବ, ଶ୍ରମିକ, ଆର୍ଥିକ ଅନଗ୍ରସର ଓ ନିଷ୍ପେସିତ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ପ୍ରକର ସେବା ଯୋଗାଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ଏହି ସେବାକାମାନେ କେବଳ ସଂଘର ସ୍ୱୟଂସେବକମାନେ ସାମିଲ ହୋଇ ନାହାଁନ୍ତି, ସେମାନଙ୍କ ସହିତ ସେମାନଙ୍କର ପରିବାର ମଧ୍ୟ ସାମିଲ ହୋଇଛନ୍ତି। ମଇ ୪ ତାରିଖ ଦିନ ଠାରୁ କାମାକ୍ଷାନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଏବଂ ତାଙ୍କ ସହାୟକମାନଙ୍କ ନିମନ୍ତେ ରାତ୍ର ସମୟରେ ଭୋଜନ ବ୍ୟବସ୍ଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାମାକ୍ଷାନଗର ତରଫରୁ ଆରମ୍ଭ ହୋଇଛି। ଏହି ଭୋଜନ ବ୍ୟବସ୍ଥା ମଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ୱୟଂସେବକଙ୍କ ପରିବାରର ଲୋକମାନେ ଏହି ଭୋଜନ ତିଆରି କରୁଥିବା ବେଳେ ସ୍ୱୟଂସେବକ ଭାଇମାନେ ଏହାକୁ ନେଇ ପରିବେଷଣ କରୁଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories