www.samajalive.in
Sunday, December 7, 2025
26.1 C
Bhubaneswar

ଆଇସିଏମ୍‍ଆରରେ ୩ଲକ୍ଷ ୨ହଜାରରୁ ଅଧିକ ନମୁନାର ପରୀକ୍ଷା କରାଯାଇଛି

ନୂଆଦିଲ୍ଲୀ :  ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ(ଆଇସିଏମ୍ଆର୍) କହିଛି, ଏପର୍ଯ୍ୟନ୍ତ ମୋଟ୍ ୩ଲକ୍ଷ ୨ ହଜାର ୯୫୬ ନମୁନାର ପରୀକ୍ଷା କରାଯାଇଛି। ବିଭିନ୍ନ ସରକାରୀ ଓ ଘରୋଇ ପରୀକ୍ଷାଗାରରେ ଗୁରୁବାର ୭୭ ହଜାର ୨୫୬ ନମୁନାର ପରୀକ୍ଷା କରାଯାଇଛି।
ଆଇସିଏମ୍ଆର୍ର ଜଣେ ପ୍ରତିନିଧି କହିଛନ୍ତି, ଏହାର ୧୮୩ଟି ପରୀକ୍ଷାଗାର ଏବଂ ୩ଟି ନମୁନା ସଂଗ୍ରହ କେନ୍ଦ୍ର ଓ ଆଉ ୮୦ଟି ବେସରକାରୀ ପରୀକ୍ଷାଗାରରେ କୋଭିଡ-୧୯ ଭୂତାଣୁ ସଂକ୍ରାନ୍ତ ନମୁନାଗୁଡ଼ିକର ପରୀକ୍ଷା କରାଯାଉଛି।
ସେ କହିଛନ୍ତି, ଏହିସବୁ ପରୀକ୍ଷା ଶୀଘ୍ର ରୋଗ ନିରୂପଣ ଉଦ୍ଦେଶ୍ୟରେ କରାଯାଉ ନାହିଁ, ବରଂ ଏହା ପର୍ୟ୍ୟବେକ୍ଷଣ ଓ କେଉଁ କେଉଁ ସ୍ଥାନରେ ଅଧିକ ଭୂତାଣୁ ସଂକ୍ରମଣ ହୋଇଛି, ତାହା ଜାଣିବା ପାଇଁ କରାଯାଉଛି। ସେ କହିଛନ୍ତି, ଦେଶରେ ୫ଲକ୍ଷ ଦ୍ରୁତ ପରୀକ୍ଷା କିଟ୍ ମହଜୁଦ ରହିଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories