www.samajalive.in
Wednesday, December 10, 2025
15.1 C
Bhubaneswar

କରୋନା ସଂକ୍ରମଣ ଗତି ଓଡ଼ିଶାରେ ମନ୍ଥର

ଭୁବନେଶ୍ବର (ବ୍ୟୁରୋ) ଅନ୍ୟ ରାଜ୍ୟଗୁଡ଼ିକ ଅପେକ୍ଷା ଓଡ଼ିଶାରେ କରୋନା ସଂକ୍ରମଣ ଗତି ମନ୍ଥର ।  ରାଜ୍ୟରେ ଲୋକସଂଖ୍ୟା ୪.୫ କୋଟି ହୋଇଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୬୦ ମଧ୍ୟରେ ରହିଛି । ସେହିପରି ସାରା ଦେଶରେ ପ୍ରତି ୧୦୦ ନମୁନା ପରୀକ୍ଷାରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଓଡ଼ିଶା ମଧ୍ୟ ଭଲ ସ୍ଥିତିରେ ଅର୍ଥାତ୍ ସବୁଠୁ ତଳେ ରହିଛି । ରାଜ୍ୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ଦେଇଛନ୍ତି ଏହି ତଥ୍ୟ ।

ଶ୍ରୀମତୀ ପଣ୍ଡିତ ରଖିଥିବା ତଥ୍ୟ ଅନୁସାରେ ନମୁନା ପରୀକ୍ଷାକୁ ଆଧାର କଲେ  ସାରା ଦେଶରେ ନମୁନା ଯାଞ୍ଚର  ୫% ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ଦିଲ୍ଲୀରେ ୧୦.୯%, ତାମିଲନାଡ଼ୁରେ ୯.୨%, ମଧ୍ୟପ୍ରଦେଶରେ ୭.୬% ଲୋକଙ୍କ ନମୁନା ପରୀକ୍ଷା ପଜିଟିଭ୍ ରହୁଛି । ମାତ୍ର ଓଡ଼ିଶାରେ ଏହି ଅନୁପାତ ମାତ୍ର ୧.୦୮% ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି ।

- Advertisement -

ତେବେ କୋଭିଡ୍- ଗତି ଓଡ଼ିଶାରେ ମନ୍ଥର ହେଉଛି ବା ଧିମା ବେଗରେ ଯାଉଥିବବେଳେ ଭାରତରେ ତୀବ୍ର ବେଗରେ ବଢୁଛି । ହେଲେ ଓଡ଼ିଶାରେ ଏହାକୁ ବନ୍ଦୀ କରି ରଖିବାର ଶ୍ରେୟ କେବଳ ଶୃଙ୍ଖଳିତ ଓଡ଼ିଶାବାସୀଙ୍କୁ ହିଁ ଯାଉଛି ବୋଲି କହିଛନ୍ତି ଶାଳିନୀ ପଣ୍ଡିତ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories