ନୂଆଦିଲ୍ଲୀ : ଦେଶର ଅନ୍ୟତମ ଖ୍ୟାତନାମା ବରିଷ୍ଠ ଆଇନଜୀବୀ ପଦ୍ମ ବିଭୂଷଣ ଅଶୋକ ଦେଶାଇଙ୍କର ପରଲୋକ ଘଟିଛି । ତାଙ୍କର ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ସେ ୧୯୯୬ରୁ ୧୯୯୮ ମସିହା ପର୍ଯ୍ୟନ୍ତ ଆଟର୍ଣ୍ଣି ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!