www.samajalive.in
Wednesday, December 10, 2025
15.1 C
Bhubaneswar

ଲକ୍ ଡାଉନ୍ ଆଇନର ଅବମାନନା , ଢୋଲ ଓ ମହୁରୀ ବଜେଇ ବୁଲୁଛନ୍ତି ପାଟୁଆ

ସୁଆଣ୍ଡୋ :  କରୋନାର ଭୟାବହତାକୁ ନଜର ରେ ରଖି ସରକାରଙ୍କ ପକ୍ଷରୁ ଗତ ଦେଶରେ ଲକ ଡାଉନ ଜାରି କରାଯାଇଛି । ସରକାରଙ୍କ ତରଫରୁ ବ୍ୟାପକ ଭାବେ ଜନ ସଚେତନତା କରାଯାଉଛି । ପୋଲିସ ପେଟ୍ରୋଲିଂ ମଧ୍ୟ ଜୋରଦାର ହେଉଛି । ଏହି ପରିପ୍ରେକ୍ଷୀରେ ସବୁଠାରୁ ବଡକଥା ହେଲା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ମଧ୍ୟ ଭକ୍ତମାନଙ୍କୁ ପ୍ରବେଶ ନିଷେଧ କରାଯାଇଛି । କୌଣସି ଜାଗାରେ ଜନ ସମାଗମ କରାନଯିବା ପାଇଁ ସରକାରଙ୍କ କଟକଣା ରହିଛି । ଏତେ ସବୁ ହେଲା ପରେବି ପୁରୀ ଜିଲ୍ଲାର ସତ୍ୟବାଦୀବ୍ଲକ ରାୟଖଣ୍ଡି ପଞ୍ଚାୟତରେ କେତେକ ଦଣ୍ଡ ପାଟୁଆ ଢୋଲ ମହୁରୀ ବଜାଇ ଗ୍ରାମ ଗୁଡିକରେ ବୁଲୁଥିବାର ଦେଖାଯାଇଛି । ସଙ୍ଗରୋଧ ସମଦୂରତା ଓ ମୁହଁରେ ମାକ୍ସ ବାନ୍ଧିବା ଜରୁରୀ ହୋଇଥିବା ବେଳେ ଏମାନେ ଏ ସବୁକୁ ଖୋଲା ଖୋଲି ଉଲ୍ଲଂଘନ କରୁଛନ୍ତି । ସବୁ ଜାଣି ଅଜଣା ହେଉଥିବା ଲୋକଙ୍କ ଯୋଗୁ କରୋନା ସଂକ୍ରମଣ ଆଶଙ୍କା ରହିଛି ବୋଲି ଜନ ସାଧାରଣଙ୍କ ପକ୍ଷରୁ ଅଭିଯୋଗ ହେଉଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories