www.samajalive.in
Tuesday, December 9, 2025
26.1 C
Bhubaneswar

ପଣସ ଖାଇବାର ଲାଭ : ବୃଦ୍ଧି ହୁଏ ରୋଗ ପ୍ରତିରୋଧକ ଶକ୍ତି

ପଣସ ଉଭୟ ପନିପରିବା ଏବଂ ଫଳ ଭାବରେ ଖିଆଯାଏ। ଏଥିରେ ଭିଟାମିନ୍ ଏ, ସି, ପୋଟାସିୟମ୍, କ୍ୟାଲସିୟମ୍, ଆଇରନ୍ ଇତ୍ୟାଦି ପରିପୂର୍ଣ୍ଣ ମାତ୍ରାରେ ରହିଥାଏ। ଏଥିରେ ବହୁତ ପରିମାଣର ଫାଇବର ମଧ୍ୟ ରହିଛି। ଆସନ୍ତୁ ଜାଣିବା ବିଶେଷଜ୍ଞଙ୍କ ଅନୁଯାୟୀ ପଣସ ଫଳ ଖାଇବାର ଲାଭ ବିଷୟରେ…..

-ପଣସରେ ଥିବା ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

- Advertisement -

– ପୋଟାସିୟମ କାରଣରୁ ପଣସ ଖାଇବା ହୃଦୟ ପାଇଁ ବହୁତ ଲାଭଦାୟକ।

-ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

– ପଣସରେ ଥିବା ଆଇରନ୍ ରକ୍ତହୀନତା ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ।

– ପଣସରେ ଥିବା ଫାଇବର କୋଷ୍ଠକାଠିନ୍ୟରୁ ସମସ୍ୟା ଦୂର କରିଥାଏ।

– ଥାଇରଏଡ ରୋଗୀଙ୍କ କଞ୍ଚା ପଣସ ଖାଇବା ଅତି ଉତ୍ତମ।

-କଞ୍ଚା ପଣସରେ ଥିବା ଭିଟାମିନ୍-ଏ ମଧ୍ୟ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories