www.samajalive.in
Wednesday, December 10, 2025
15.1 C
Bhubaneswar

ଉହାନରୁ ଫେରିଲେ ୭୬ ଭାରତୀୟ ଓ ୩୬ ବିଦେଶୀ ନାଗରିକ

ଭାରତ : କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତି ସ୍ଥଳ ଚୀନର ଉହାନରୁ ଭାରତୀୟ ବିମାନ ବାହିନୀର ଏକ ବିମାନରେ ୭୬ ଜଣ ଭାରତୀୟ ନାଗରିକ ଓ ୩୬ ଜଣ ବିଦେଶୀ ନାଗରିକଙ୍କୁ ଅଣାଯାଇଛି। ସେହି ଲୋକମାନେ ବାଂଲାଦେଶ, ମ୍ୟାଁମାର,ମାଳଦୀପ, ଦକ୍ଷିଣ ଆଫ୍ରିକା, ଆମେରିକା ଓ ମାଡାଗାସ୍କର ଆଦି ଦେଶର। ବୈଦେଶିକମନ୍ତ୍ରୀ ଏସ୍‍. ଜୟଶଙ୍କର ସେହି ଲୋକମାନଙ୍କୁ ଆଣିବାରେ ଚୀନ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ
ଜଣାଇଛନ୍ତି।

ଉହାନରୁ ଭାରତୀୟ ନାଗରିକମାନଙ୍କୁ ଆଣିବା ପାଇଁ ଗୁରୁବାର ବିମାନ ବାହିନୀର ଏକ ବିମାନକୁ ପଠାଯାଇଥିଲା। ସେହି ବିମାନରେ ଔଷଧପତ୍ର ଓ ଡାକ୍ତରୀ ସରଞ୍ଜାମ ମଧ୍ୟ ସେଠାକୁ ପଠାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories