www.samajalive.in
Sunday, December 7, 2025
14.1 C
Bhubaneswar

ଶଙ୍ଖ ଧ୍ୱନିର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ଶଙ୍ଖର ଧ୍ୱନି ଶୁଭତ୍ୱର ପ୍ରତୀକ ଦର୍ଶାଇଥାଏ। ପ୍ରତ୍ୟେକ ପୂଜାପାଠରେ ଶଙ୍ଖ ନିଶ୍ଚୟ ବଜା ଯାଇଥାଏ। ଭଗବାନ ବିଷ୍ଣୁଙ୍କ ହସ୍ତରେ ମଧ୍ୟ ଶଙ୍ଖ ରହିଛି। ବିଭିନ୍ନ ପୁରାଣରେ ଶଙ୍ଖର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଶଙ୍ଖରେ ଜଳ ରଖି ଏହି ଜଳକୁ ଛିଞ୍ଚନ କରିବା ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ ବୋଲି ମାନ୍ୟତା ରହିଛି। ଶଙ୍ଖର ଉଭୟ ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି। ଜାଣନ୍ତୁ……
– ସମସ୍ତ ପ୍ରକାର ପୂଜାରେ ଶଙ୍ଖର ବହୁ ବିଶେଷ ମହତ୍ତ୍ୱ ରହିଛି।
– ଏହାର ଧ୍ୱନିରେ ବାତାବରଣ ପବିତ୍ର ଏହା ସହ ବିଭିନ୍ନ ପ୍ରକାର ରୋଗ ଦୂର ହୋଇଥାଏ।
– ବାସ୍ତୁ ଓ ପେଙ୍ଗସୁଇ ଅନୁଯାୟୀ, ଶଙ୍ଖର ଧ୍ୱନି ଓ ଗୃହରେ ଶଙ୍ଖ ରଖିବା ଦ୍ୱାରା ଏହାର ବହୁ ଶୁଭଫଳ ମିଳିଥାଏ। ବାସ୍ତୁ ଅନୁଯାୟୀ, ନିୟମିତ ଶଙ୍ଖ ବଜାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ହୃଦୟ ଜନିତ ବିଭିନ୍ନ ପ୍ରକାର ରୋଗକୁ ଶରୀର ଠାରୁ ଦୂରେଇ ରଖିଥାଏ।
– ପେଙ୍ଗସୁଇ ଅନୁଯାୟୀ, ଗୃହରେ ଶଙ୍ଖ ରଖିବା ଦ୍ୱାରା କର୍ମକ୍ଷେତ୍ରରେ ଉନ୍ନତି , ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
– ବ୍ୟବସାୟରେ ଉନ୍ନତି ହୋଇଥାଏ।
– ବୈଜ୍ଞାନିକଙ୍କ ମତାନୁଯାୟୀ, ଶଙ୍ଖର ଧ୍ୱନିରେ ବାତାବରଣରେ ଥିବା ବହୁ ଜୀବାଣୁ ନଷ୍ଟ ହୋଇଯାଆନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories