www.samajalive.in
Monday, December 8, 2025
14.1 C
Bhubaneswar

ଆମେରିକାଠୁ ସାମରିକ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ : ସୈନ୍ୟବାହିନୀରେ ବ୍ୟବହାର ଲାଗି ଆମେରିକା ଠାରୁ ହେଲିକପ୍ଟର କିଣିବ ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ କାଳରେ ଏ ସମ୍ପର୍କରେ ଚୂଡାନ୍ତ ବୁଝାମଣା ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ବୁଝାମଣା ପରେ ଆମେରିକାର ପ୍ରତିରକ୍ଷା କମ୍ପାନୀ ଲୋକହିଦ ମାର୍ଟିନ ଠାରୁ ୨୬୦କୋଟି ଡଲାରର ହେଲିକପ୍ଟର କ୍ରୟ କରିବ। ଅନ୍ୟପଟେ ଭାରତକୁ ସମନ୍ବିତ ଏୟାର ଡିଫେନ୍ସ ୱିପନ ସିଷ୍ଟମ (ଆଇଏଡିଡବ୍ଲ୍ୟୁଏସ୍) ବିକିବା ଲାଗି ଆମେରିକା ସୋମବାର ଘୋଷଣା କରିଛି। ୧୮୭ କୋଟି ଡଲାରର ଏହି ପ୍ରତିରକ୍ଷା ବ୍ୟବସ୍ଥା ଭାରତର ବାୟୁସୀମାକୁ ସୁରକ୍ଷା ଦେବ। ଏହି ବ୍ୟବସ୍ଥା ବିଦେଶୀ କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ଠାବ କରିବା ସହ ଏହାକୁ ଧ୍ବଂସ କରିବାରେ ସମର୍ଥ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories