www.samajalive.in
Tuesday, December 9, 2025
23.1 C
Bhubaneswar

କରୋନା ଭୂତାଣୁ ସଂକ୍ରମଣ : ସଂଶୋଧିତ ଯାତ୍ରା ସତର୍କତା ଜାରି

ନୂଆଦିଲ୍ଲୀ : କରୋନା ଭୂତାଣୁ ମୁକାବିଲା ସଂକ୍ରାନ୍ତରେ ରବିବାର ଜାରି କରାଯାଇଥିବା ସତର୍କ ସୂଚନାକୁ ପୁଣିଥରେ ସଂଶୋଧନ କରାଯାଇ ନୂଆ ସୂଚନା ଜାରି କରାଯାଇଛି। ସୋମବାର ଜାରି କରାଯାଇଥିବା ସଂଶୋଧିତ ଚେତାବନୀରେ ଯାତ୍ରୀମାନଙ୍କୁ ଚୀନ ଯାତ୍ରା ନକରିବା ଲାଗି ସତର୍କ କରି ଦିଆଯାଇଛି । ଯେଉଁମାନେ ୧୫ ଜାନୁଆରୀ, ୨୦୨୦ ପରେ ଚୀନ ଯାତ୍ରା କରିଛନ୍ତି କିମ୍ବା ଚୀନ ଯାତ୍ରାରୁ ଫେରିଛନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ପୃଥକ ଭାବେ ରଖାଯାଇପାରେ।
-ଚୀନ ପାସପୋର୍ଟଧାରୀଙ୍କ ପାଇଁ ଇ-ଭିସା ସୁବିଧାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି।
-ଚୀନ ନାଗରିକମାନଙ୍କୁ ପୂର୍ବରୁ ଜାରି କରାଯାଇଥିବା ଇ-ଭିସା ଅସ୍ଥାୟୀ ଭାବେ ବୈଧ ହେବ ନାହିଁ।
-ଚୀନରୁ ଫିଜିକାଲ ଭିସା ପାଇଁ ଅନଲାଇନ ଆବେଦନ ଦାଖଲ ସୁବିଧା ସ୍ଥଗିତ ରଖାଯାଇଛି।
-ଭାରତ ଗସ୍ତ କରିବା ଜରୁରି ହୋଇଥିଲେ ବେଜିଂସ୍ଥିତ ଭାରତୀୟ ଦୂତାବାସ ଏବଂ ଶାଙ୍ଘାଇ ଓ ଗୁଆଙ୍ଗଝୋଉସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସରେ ଯୋଗାଯୋଗ କରିବା ଲାଗି କୁହାଯାଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories