www.samajalive.in
Tuesday, December 9, 2025
19.1 C
Bhubaneswar

ଇଡ୍‍ଲିବ୍‍ର ଉତ୍ତର ପଶ୍ଚିମାଞ୍ଚଳରେ ଆକାଶ ମାର୍ଗରୁ ଆକ୍ରମଣ : ୧୨ମୃତ

ବେରୁଟ୍ : ସିରିଆ ସରକାର ଏବଂ ତା’ର ମିତ୍ରରାଷ୍ଟ୍ର ରୁଷିଆ ପକ୍ଷରୁ ଆକାଶ ମାର୍ଗରୁ ଆକ୍ରମଣ ଫଳରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ହିଂସା ଉପୁଜାଉଥିବା ଏକହଜାରରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀ ପଳାୟନ କରିଛନ୍ତି । ଶନିବାର ଇଡ୍‍ଲିବ୍‍ର ଉତ୍ତର ପଶ୍ଚିମାଞ୍ଚଳରେ ଏହି ବିସ୍ଫୋରଣ ଚଳାଇଥିଲା। ରାଷ୍ଟ୍ରପତି ବସର୍‍ ଅଲ୍‍-ଅସଦ୍‍ଙ୍କ ସାମରିକ ଦଳକୁ ଲକ୍ଷ୍ୟକରି ଏହି ଆକ୍ରମଣ କରାଯାଇଛି।

ଆମେରିକା ପକ୍ଷରୁ କୁହାଯାଇଛି, ଇଡିଲିବ୍‍ର ଆକାଶମାର୍ଗରୁ ଏହି ବିସ୍ଫୋରଣ ଯୋଗୁଁ ହଜାର ହଜାର ନାଗରିକ ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ସରକାରଙ୍କ ସମର୍ଥକ ଓ ବିଦ୍ରୋହୀଙ୍କ ମଧ୍ୟରେ ଲାଗିଥିବା ହିଂସା ଯୋଗୁଁ ଏହି ବିସ୍ଫୋରଣ ତିନିଦିନ ଧରି ଜାରି ରହିଛି । ଇଡ୍‍ଲିବ୍‍ ଅଞ୍ଚଳର ତିନ ନିୟୁତ ଲୋକଙ୍କ ଘର ଏବଂ ଅଲକାଏଦା ଦ୍ୱାରା ସ୍ୱୀକୃତି ପାଇଥିବା ହୟତ୍‍ ତହରିର୍‍
ଅଲ୍‍ସାମ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଉଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories