www.samajalive.in
Sunday, December 7, 2025
14.1 C
Bhubaneswar

ମୁଖ୍ୟ ସମ୍ବାଦ – ରାତି ୧୦ଟା

ବଡ ଖବର
# ଆଜି ୫୨ ତମ ବିଶ୍ୱ ସାକ୍ଷରତା ଦିବସ – ୨୦୧୧ ଜଣଗଣନା ଅନୁଯାୟୀ କେରଳରେ ସର୍ବାଧିକ ସାକ୍ଷର ୯୩.୯୧%
# ହୀରାକୁଦର ୧୮ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
# ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’କୁ ଠାବ କରିବାରେ ସଫଳ ହେଲା ଚନ୍ଦ୍ର କକ୍ଷପଥରେ ଥିବା ଅର୍ବିଟର

ଆଞ୍ଚଳିକ
# ରଦ୍ଦ ହୋଇପାରେ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ – କିଡ୍‌ନୀ କାଢ଼ି ନେବା ମାମଲାରେ ବରଗଡ଼ର ଅନିଲ ସ୍ଵାମୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ
# ନୂଆ ମୋଟର ଯାନ ଆଇନକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ରହିଛି ଇଚ୍ଛାଧୀନ କ୍ଷମତା – ଜୋରିମାନାରେ କିଛିଟା କୋହଳ ପାଇଁ ଉଦ୍ୟମ କରିବୁ କହିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା
# ସ୍ପାଇସ୍‌ ଜେଟ୍‌ ବିମାନର ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ – ଜଣେ ଯାତ୍ରୀଙ୍କ ମୃତ୍ୟୁ ସୂଚନା
# ପ୍ରଥମ ଆଦିବାସୀ ମହିଳା ପାଇଲଟ୍ ହେଲେ ମାଲକାଗିରିର ଅନୁପ୍ରିୟା – ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍ ନିଯୁକ୍ତ
# ବାଲେଶ୍ୱରରୁ ନିଖୋଜ ତିନି ଛାତ୍ରଙ୍କ ପତ୍ତା ମିଳିଲା, ସ୍କୁଲ ନୁହେଁ ଦିଘା ବୁଲିବାକୁ ଯାଇଥିଲେ
# ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ୭୫ ମିଟର ପରିଧି ମଧ୍ୟରେ ଚାଲିଥିବା ଉଚ୍ଛେଦ ଅଭିଯାନରେ ଆଜି ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ
# ଆଜି ବଡ଼ ଆଖଡ଼ା ମଠ ପରିସରରେ ଥିବା ୩୭ଟି ଦୋକାନ ଘର ଭଙ୍ଗାଯାଉଛି, ମାଜିଷ୍ଟ୍ରେଟଙ୍କ ସମେତ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ
# କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ପଲ୍ଲାଣଘାଟି ପଞ୍ଚାୟତର ଗୋଧିରାମପଡା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
# ବେଆଇନ ପାର୍କିଂ କରି ୫୦୦ ଟଙ୍କା ଜରିମାନା ଗଣିଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନରାୟଣ ଜେନା
# ଆଦିବାସୀ ଅଧ୍ୟୁଷିତ ନାରାୟଣପାଟଣା ଅଞ୍ଚଳରେ ସାପ୍ତାହିକ ହାଟରେ ଲୋକଙ୍କୁ ଚକ୍‌ଲେଟ୍ ଦେଇ ଲିଫଲେଟ୍ ବାଣ୍ଟି ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଅବଗତ କରାଇଲେ ପୁଲିସ
# ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଡାୟାରଟୋଲିରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ କାମୁଡ଼ି ମାରିଦେଇଥିବା ଅଭିଯୋଗ
# ଗଞ୍ଜାମରେ କୁକୁଡ଼ା ଫାର୍ମ ନାଁରେ ନକଲି ବିଦେଶୀ ମଦ କାରଖାନା ଠାବ କଲା ପୁଲିସ
# ନୂଆ ଟ୍ରାଫିକ୍ ନିୟମ ଓ ଜରିମାନା ଆଦାୟ ପ୍ରସଙ୍ଗକୁ ନେଇ ଏହି ଆଇନର ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ
# ଲଗାଣ ବର୍ଷା ଯୋଗୁ ଲଘୁଚାପ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା – ଭଦ୍ରକ ଧାମନଗର ବ୍ଲକର ସୋହାଡା, ପଧାନୀ, କରଦା, ଆନନ୍ଦପୁର ପଞ୍ଚାୟତର ୧୦ରୁ ଅଧିକ ଗାଁରେ ବନ୍ୟାଜଳ
# ପରିବେଶବିତ୍‌ ତଥା ସାହିତ୍ୟିକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦାନ କଲେ “ଭାରତ ଗଛ ପୁରୁଷ” ସମ୍ମାନ
# ଲୁହାପଥର ଖଣି ଏବଂ କୋଲ ବ୍ଲକ୍ ନିଲାମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍‌କୁ ଅଗ୍ରାଧିକାର ଦେବା ପାଇଁ ଦାବି କଲେ ନବୀନ ଜିନ୍ଦଲ
# ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ – କଳାହାଣ୍ଡି ଜିଲା ଟେକରତଲା ଗାଁରେ ଦୋଳରେ ବୁହା ହେଲେ ରୋଗୀ
# ରାଉରକେଲା କୁଆଁରମୁଣ୍ଡା ଥାନା ରିଉଗାଁରେ ଜଣେ ବ୍ୟକ୍ତି ଓ ମହିଳାଙ୍କ ମୃତଦେହ ଉଦ୍ଧାର
# ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଲେରମସ୍କା ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ
# କଳାହାଣ୍ଡିରେ ଆଜି ନୂଆଖାଇ, ମା’ ମାଣିକେଶ୍ବରୀଙ୍କ ମନ୍ଦିରରେ ଲାଗିଲା ନବାନ୍ନ
# ଜଗତସିଂହପୁର ଜିଲା ପାଟେଣି ଗ୍ରାମରେ ପୋଖରୀ ତୁଠରେ ବୁଡ଼ିଯାଇ ୬ ନାବାଳିକା ଗୁରୁତର
# ହୀରାକୁଦର ୧୮ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ, ନିଷ୍କାସିତ ହେଉଛି ୩ ଲକ୍ଷ ୧୦ ହଜାର ୯୪୪ ଘନଫୁଟ ଜଳ

- Advertisement -

ଜାତୀୟ
# ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’କୁ ଠାବ କରିବାରେ ସଫଳ ହେଲା ଚନ୍ଦ୍ର କକ୍ଷପଥରେ ଥିବା ଅର୍ବିଟର
# ପ୍ରଖ୍ୟାତ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମାଲାନୀଙ୍କ ୯୫ ବର୍ଷ ବୟସରେ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ଘଟିଛି
# ଲ୍ୟାଣ୍ଡର ‘ବିକ୍ରମ’ର ସ୍ଥିତି ଜାଣିବାକୁ ୩ ଦିନ ସମୟ ଲାଗିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ
# ଆଗାମୀ ୧୪ ଦିନ ପର୍ୟ୍ୟନ୍ତ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ କରିବାକୁ ଲଗାତାର ଉଦ୍ୟମ ଜାରି ରହିବ କହିଲେ ଇସ୍ରୋ ଟିମ୍‌
# ଆସାମ ଏବଂ ହିମାଚଳ ପ୍ରଦେଶରେ ୩.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ
# ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ତାମିଲନାଡୁ ବିଜେପି ମୁଖ୍ୟ ତାମିଲସାଇ ସୌନ୍ଦରାରାଜନ
# ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ୧୦୦ ଦିନ – ଅନୁଚ୍ଛେଦ ୩୭୦ ଉଚ୍ଛେଦ, ତିନି ତଲାକ ସମାପ୍ତ ସବୁଠୁ ବଡ଼ ମହତ୍ଵପୂର୍ଣ୍ଣ କାମ
# ଉତ୍ତର ପୂର୍ବାଂଚଳ ପରିଷଦ ବୈଠକରେ ଅମିତ ଶାହା କହିଛନ୍ତି – ପୂର୍ବୋତ୍ତରକୁ ବିଶେଷ ମାନ୍ୟତା ଦେଉଥିବା ଧାରା 371ର ଭାରତୀୟ ସମ୍ୱିଧାନରେ ସ୍ୱତନ୍ତ୍ର ସ୍ଥାନ ରହିଛି
# ଆଜି ୫୨ ତମ ବିଶ୍ୱ ସାକ୍ଷରତା ଦିବସ – ୨୦୧୧ ଜଣଗଣନା ଅନୁଯାୟୀ କେରଳରେ ସର୍ବାଧିକ ସାକ୍ଷର ୯୩.୯୧%

ଅନ୍ତର୍ଜାତୀୟ
# ଆଫଗାନିସ୍ତାନ ଏବଂ ତାଲିବାନ ସହିତ ଶାନ୍ତି ଆଲୋଚନା କରିବାକୁ ନେଇଥିବା ନିଷ୍ପତ୍ତି ରଦ୍ଦ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
# ଜାପାନ ସହ ମିଶି ଇସ୍ରୋର ଆଉ ଏକ ’ମୁନ୍‌ ମିଶନ’ ପ୍ରସ୍ତୁତି – ଚନ୍ଦ୍ରର ମେରୁ ଅଞ୍ଚଳରୁ ଆଣିବ ନମୁନା
# ଆଜି ପାଳନ କରାଯାଉଛି ୫୨ ତମ ବିଶ୍ୱ ସାକ୍ଷରତା ଦିବସ
# ବିଚଳିତ ପାକିସ୍ତାନ – ସବୁ ଦେଶ ଠାରୁ ଠୋକର ଖାଇବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀ ଓ ଚୀନ ବୈଦେଶିକ ମନ୍ତ୍ରୀ ବାଙ୍ଗ ୟୀଙ୍କ ମଧ୍ୟରେ ଦ୍ୱିପାକ୍ଷୀୟ କଥାବାର୍ତ୍ତା
# ସୁନ୍ଦରବନୀ ଓ ନୌସୋରା ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ – ଭାରତୀୟ ସେନାର କଡା ଜବାବ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories