www.samajalive.in
Sunday, December 7, 2025
23.1 C
Bhubaneswar

ସଚେତନ କରିବାକୁ ଆସି ଫଶିଲେ ବିଧାୟକ; ବେଆଇନ ପାର୍କିଂ କରି ଗଣିଲେ ଜରିମାନା

ଭୁବନେଶ୍ୱର: ନୂଆ ମୋଟର ଯାନ ଆଇନକୁ ନେଇ ଜନସାଧରଣଙ୍କୁ ସଚେତନ କରାଇବାକୁ ଆସିଥିବା ବେଳେ ଫଶିଯାଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନରାୟଣ ଜେନା । ରବିବାର କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ଏକ ସଚେତନତା ଅଭିଯାନରେ ଯୋଗଦେବାକୁ ଆସି ବେଆଇନ ପାର୍କିଂ ପାଇଁ ତାଙ୍କୁ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିଛି ।

ସୂଚନା ଅନୁଯାୟୀ, ନୂଆ ମୋଟର ଯାନ ଆଇନକୁ ନେଇ ପୁଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏବେ ବିଷମ ପରିସ୍ଥିତି ଦେଖିବାକୁ ମିଳୁଛି। ଏଥିପାଇଁ ରବିବାର ଭୁବନେଶ୍ୱର ଏଜି ଛକରେ କମିଶନରେଟ୍ ପୁଲିସ ପକ୍ଷରୁ ଏକ ସଚେତନତା ଅଭିଯାନ କରାଯାଇଥିଲା । ଲୋକଙ୍କୁ ଚକୋଲେଟ୍ ଏବଂ ଲିଫଲେଟ୍ ବାଣ୍ଟି ସଚେତନ କରାଯାଇଛି। ଏହି ସଚେତନତା ଅଭିଯାନରେ ସାମିଲ ହେବାକୁ ଆସିଥିବା ବେଳେ ବିଧାୟକ ଏଜି ଛକରେ ତାଙ୍କ ଗାଡ଼ିଟିକୁ ବେଆଇନ ପାର୍କିଂ କରିଥିଲେ।  ସେଥିପାଇଁ ଆଇନ ଅନୁଯାୟୀ ତାଙ୍କୁ ଜରିମାନା ଦେବାକୁ ପଡ଼ିଛି। ଡିସିପିଙ୍କ ଉପସ୍ଥିତିରେ ବିଧାୟକ ୫୦୦ ଟଙ୍କା ଜରିମାନା ଦେବାସହ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କହିଛନ୍ତି ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories