ପ୍ରତିଦିନ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି ୯୦% ଭାରତୀୟ – ରାହୁଲ ଗାନ୍ଧୀ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ୯୦ ପ୍ରତିଶତ ନାଗରିକ ପ୍ରତିଦିନ ନ୍ୟାୟର ସମ୍ମୁଖୀନ ହେଉଛନ୍ତି ଏବଂ ସେଥିପାଇଁ ତାଙ୍କର ଦ୍ୱିତୀୟ ଭାରତ ଯୋଡୋ ଯାତ୍ରାରେ “ନ୍ୟାୟ” ନୂଆ ଶବ୍ଦ ଯୋଡିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ମହାରାଷ୍ଟ୍ର ପର୍ଯ୍ୟାୟରେ ଏକ ‘ନାରୀ ନ୍ୟାୟ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏଭଳି କହିଛନ୍ତି। ସେ କହିଛନ୍ତି, ଆମର ଦ୍ୱିତୀୟ ଭାରତ ଯୋଡୋ ଯାତ୍ରାରେ ଆମେ ନୂଆ ଶବ୍ଦ ‘ନ୍ୟାୟ’ ଯୋଡ଼ିଛୁ କାରଣ ଆମର … Continue reading ପ୍ରତିଦିନ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି ୯୦% ଭାରତୀୟ – ରାହୁଲ ଗାନ୍ଧୀ