୭୫ କିଲୋ ଉଠାଇଲା ୯ ବର୍ଷର ନାବାଳିକା, ଭିଡିଓ ଭାଇରାଲ

ଡେସ୍କ: ହରିୟାଣାର ୯ ବର୍ଷର ନାବାଳିକା ଭାରୋତ୍ତୋଳନକାରୀ ଅର୍ଶିଆ ଗୋସ୍ୱାମୀ ନିଜର ଅବିଶ୍ୱସନୀୟ ଭାରୋତ୍ତୋଳନ କୌଶଳ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହରିୟାଣାର ପଞ୍ଚକୁଲାରେ ରହୁଥିବା ଏହି ୯ ବର୍ଷୀୟ ଭାରୋତ୍ତୋଳକଙ୍କ ସଦ୍ୟତମ ସଫଳତା ହେଉଛି ୭୫ କେଜି ଓଜନର ଭାର ଉଠାଇବା ଯାହା ଆଶ୍ଚର୍ଯ୍ୟଜନକ ଓ ଅବିଶ୍ୱସନୀୟ। ଫେବ୍ରୁଆରି ୨୯ରେ ସେ ଏକ ଜିମରେ ହେଭି ଡେଡଲିଫ୍ଟ କରୁଥିବାର ଭିଡିଓ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ପୋଷ୍ଟ କରାଯାଇଥିଲା। ତେବେ … Continue reading ୭୫ କିଲୋ ଉଠାଇଲା ୯ ବର୍ଷର ନାବାଳିକା, ଭିଡିଓ ଭାଇରାଲ