୭ ବର୍ଷରେ ୮୪ ହଜାର ଶିଶୁଙ୍କୁ ଉଦ୍ଧାର କରିଛି ରେଳବାଇ ସୁରକ୍ଷା ବଳ

ଡେସ୍କ: ଗତ ୭ ବର୍ଷ ମଧ୍ୟରେ ‘ନହ୍ନେ ଫରିସ୍ତେ’ ଅଭିଯାନରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ୮୪ ହଜାରରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରିଛି। ୨୦୧୮ରୁ ଚଳିତ ବର୍ଷ ମେ’ ମାସ ପର୍ଯ୍ୟନ୍ତ ଏହି ସଫଳତା ମିଳିଛି। ରେଳ ମନ୍ତ୍ରଣାଳୟ ଅନୁଯାୟୀ, ‘ନହ୍ନେ ଫରିସ୍ତେ’ ହେଉଛି ବିଭିନ୍ନ ଭାରତୀୟ ରେଳ ଜୋନରେ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ସମର୍ପିତ ଏକ ମିଶନ। ମନ୍ତ୍ରଣାଳୟ କହିଛି ଯେ ଯେତେବେଳେ କୌଣସି ଶିଶୁକୁ … Continue reading ୭ ବର୍ଷରେ ୮୪ ହଜାର ଶିଶୁଙ୍କୁ ଉଦ୍ଧାର କରିଛି ରେଳବାଇ ସୁରକ୍ଷା ବଳ