ବ୍ୟାପୁଛି ଜଙ୍ଗଲ ନିଆଁ, ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

ଡେସ୍କ: ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଉତ୍ତର କାଲିଫର୍ଣ୍ଣିଆରେ ଦ୍ରୁତ ଗତିରେ ଜଙ୍ଗଲ ନିଆଁ ବଢ଼ୁ ଥିବାରୁ ଅତି କମରେ ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାଲିଫର୍ଣ୍ଣିଆ ବନ ଓ ଅଗ୍ନି ସୁରକ୍ଷା ବିଭାଗ ଅନୁଯାୟୀ, ଓରୋଭିଲ୍ ସହର ନିକଟରେ ମଙ୍ଗଳବାର ଆରମ୍ଭ ହୋଇଥିବା ଅଗ୍ନିକାଣ୍ଡରେ ୩ ହଜାର ୭୦୦ ଏକରରୁ ଅଧିକ ଅଂଚଳ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡରେ ୪ଟି କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ ଜଣ ଅଗ୍ନିଶମ … Continue reading ବ୍ୟାପୁଛି ଜଙ୍ଗଲ ନିଆଁ, ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ