ପାହାଡ଼ କାଟି ଚାଷ ଜମିକୁ ପାଣି ଯୋଗାଇଲେ ୭୨ ବର୍ଷୀୟ ନିରକ୍ଷର ଇଞ୍ଜିନିୟର

ଡେସ୍କ: ଆଜି ଆମେ ବିହାରର ଜଣେ ନିରକ୍ଷର ଇଞ୍ଜିନିୟରଙ୍କ ପରିଚୟ ଦେବାକୁ ଯାଉଛୁ, ଯାହାଙ୍କ ଇଞ୍ଜିନିୟରିଂ ଆନନ୍ଦ ମହିନ୍ଦ୍ରା ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତାଙ୍କୁ ଉପହାର ସ୍ୱରୂପ ଏକ ଟ୍ରାକ୍ଟର ଦେଇଥିଲେ। ସେ ହେଉଛନ୍ତି ଗୟା ଜିଲ୍ଲାର ବାଙ୍କେ ବଜାର ବ୍ଲକ ଅନ୍ତର୍ଗତ କୋଥିଲୱା ଗାଁର ଲଙ୍ଗି ଭୂୟାଁ। ଏଥିପାଇଁ ପାହାଡ଼ରୁ ଗାଁକୁ କେନାଲ ତିଆରି କରି ଗାଁକୁ ପାଣି ଅଣାଯାଉଥିଲା ଏବଂ ଏବେ ଏହି ପାଣିକୁ କ୍ଷେତରେ ଚାଷ ପାଇଁ ବ୍ୟବହାର କରାଯାଉଛି। … Continue reading ପାହାଡ଼ କାଟି ଚାଷ ଜମିକୁ ପାଣି ଯୋଗାଇଲେ ୭୨ ବର୍ଷୀୟ ନିରକ୍ଷର ଇଞ୍ଜିନିୟର