ଦିଲ୍ଲୀରେ ବଢ଼ିଲା ସୁରକ୍ଷା, ୭୦ ହଜାର ସୁରକ୍ଷାକର୍ମୀ ମୁତୟନ

ଡେସ୍କ: ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ଦୃଷ୍ଟିରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଥିଲାଗି ୭୦ ହଜାରରୁ ଅଧିକ ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ୭୦ ହଜାର ସୁରକ୍ଷାକର୍ମୀଙ୍କ ମଧ୍ୟରୁ କେବଳ କର୍ତ୍ତବ୍ୟ ପଥରେ ୧୪ ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଛି। କର୍ତ୍ତବ୍ୟ ପଥରେ ଆସନ୍ତାକାଲି ଗଣତନ୍ତ୍ର ଦିବସ ପ୍ୟାରେଡ଼ ହେବ। ଏହାଛଡା ପୁଲିସ ପକ୍ଷରୁ ଯାନବାହାନ ଚଳାଚଳ ନେଇ ମଧ୍ୟ ପରମରସବାଲି ଜାରି କରାଯାଇଛି। … Continue reading ଦିଲ୍ଲୀରେ ବଢ଼ିଲା ସୁରକ୍ଷା, ୭୦ ହଜାର ସୁରକ୍ଷାକର୍ମୀ ମୁତୟନ