ଇପିଏଫ୍ଓରେ ସାମିଲ ହେଲେ ୭.୭୮ ଲକ୍ଷ ନୂଆ ସଦସ୍ୟ

ଡେସ୍କ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓରେ ଚଳିତ ବର୍ଷ ଫେବୃଆରୀ ମାସରେ ୧୫.୪୮ ଲକ୍ଷ ସଦସ୍ୟ ସାମିଲ ହୋଇଛନ୍ତି। ଇପିଏଫ୍ଓର ଅସ୍ଥାୟୀ ପେରୋଲ ତଥ୍ୟ ଅନୁଯାୟୀ ଏହି ମାସରେ ପ୍ରାୟ ୭.୭୮ ଲକ୍ଷ ନୂଆ ସଦସ୍ୟ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ରୁ ୨୫ ବର୍ଷ ବୟସ ବର୍ଗର ୫୬.୩୬% ସଦସ୍ୟ ଅଛନ୍ତି। ସୂଚନା ଅନୁଯାୟୀ, ପାଖାପାଖି ୧୧.୭୮ ଲକ୍ଷ ସଦସ୍ୟ ଇପିଏଫ୍ଓରୁ ବାହାରି ଯାଇଥିଲେ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ପୁନର୍ବାର ଇପିଏଫ୍ଓରେ ଯୋଗ … Continue reading ଇପିଏଫ୍ଓରେ ସାମିଲ ହେଲେ ୭.୭୮ ଲକ୍ଷ ନୂଆ ସଦସ୍ୟ