ସନ୍ଧ୍ୟା​ ୬ଟା ମୁଖ୍ୟ ଖବର​‌

ବଡ଼ ଖବର:

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦାନ କଲେ ଜାତୀୟ କ୍ରୀଡ଼ା ପୁରସ୍କାର, ଦୀପା ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କୁ ଖେଳରତ୍ନ

# ଜାତୀୟ କ୍ରୀଡ଼ା ଦିବସ ଅବସରରେ ହକି ଯାଦୁଗର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

# ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି ଦେଶବ୍ୟାପୀ ଫିଟ୍‍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

# ପାକିସ୍ତାନୀ କମାଣ୍ଡୋ  ଜଳପଥ ଦେଇ ଗୁଜରାଟର କଚ୍ଛରେ ପହଞ୍ଚି ଅନୁପ୍ରବେଶ କରିବାକୁ ଯୋଜନା କରୁଥିବା ଗୋଇନ୍ଦା ସୂଚନା ମିଳିଛି, ଏହା ପରେ ନୂଆଦିଲ୍ଲୀରୁ ଗୁଜରାଟ ପର୍ଯ୍ୟନ୍ତ ହାଇଆଲର୍ଟ ଜାରି କରାଯାଇଛି। ଗୁଜରାଟର ସମସ୍ତ ବନ୍ଦରରେ ଆଲର୍ଟ ଜାରି ହୋଇଛି।

# କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପାକିସ୍ତାନର କୌଣସି ଅଧିକାର ନାହିଁ କହିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

# ଆସନ୍ତା ଦୁଇ ତିନିମାସ ମଧ୍ୟରେ ରାଜ୍ୟର ଯୁବକଯୁବତୀମାନଙ୍କୁ ପ୍ରାୟ ୫୦ହଜାର ସରକାରୀ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି।

# ବିହାର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଏକ ୭ଜଣିଆ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍‍ ରାଜ୍ୟକୁ ୩ଦିନ ଗସ୍ତରେ ଯାଇଛନ୍ତି

# ଆସାମ ଜାତୀୟ ନାଗରିକ ପଞ୍ଜିକା ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ।

ଆଞ୍ଚଳିକ:

# ଶ୍ରୀମନ୍ଦିର ଚତୁର୍ପାଶ୍ୱର୍ରେ ଉଚ୍ଛେଦ ପ୍ରକ୍ରିୟା ଜାରି, ଏମାର୍‍ ମଠ ଉଚ୍ଛେଦ ବେଳେ ମିଳିଥିବା ଗୁପ୍ତ କୋଠରି ମଧ୍ୟ ମାଟିରେ ମିଶିଲା।

# ରାଜ୍ୟ ସରକାର ହାଇକୋର୍ଟ ସ୍ଥାୟୀ ବେଞ୍ଚ କମିଟି ପୁନଃର୍ଗଠନ କଲେ

# ଆସନ୍ତା ୬ ତାରିଖରେ ଓଡ଼ିଶା ଫେରିବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଗା କାଳିଆ, କଟକ ବଡ଼ ଡାକ୍ତରଖାନାରେ ସ୍ୱତନ୍ତ୍ର କ୍ୟାବିନ୍‍ରେ ରହିବେ।

# ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି।

# ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା।

ଜାତୀୟ :

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଦାନ କଲେ ଜାତୀୟ କ୍ରୀଡ଼ା ପୁରସ୍କାର, ଦୀପା ମଲ୍ଲିକ ଓ ବଜରଙ୍ଗ ପୁନିଆଙ୍କୁ ଖେଳରତ୍ନ

# ଜାତୀୟ କ୍ରୀଡ଼ା ଦିବସ ଅବସରରେ ହକି ଯାଦୁଗରଙ୍କୁ ଶ୍ରଦ୍ଧାଞ୍ଜଳି

# ଆସନ୍ତା ଦୁଇ ତିନିମାସ ମଧ୍ୟରେ ରାଜ୍ୟର ଯୁବକଯୁବତୀମାନଙ୍କୁ ପ୍ରାୟ ୫୦ହଜାର ସରକାରୀ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି।

# ପାକିସ୍ତାନୀ କମାଣ୍ଡୋ  ଜଳପଥ ଦେଇ ଗୁଜରାଟର କଚ୍ଛରେ ପହଞ୍ଚି ଅନୁପ୍ରବେଶ କରିବାକୁ ଯୋଜନା କରୁଥିବା ଗୋଇନ୍ଦା ସୂଚନା ମିଳିଛି, ଏହା ପରେ ନୂଆଦିଲ୍ଲୀରୁ ଗୁଜରାଟ ପର୍ଯ୍ୟନ୍ତ ହାଇଆଲର୍ଟ ଜାରି କରାଯାଇଛି। ଗୁଜରାଟର ସମସ୍ତ ବନ୍ଦରରେ ଆଲର୍ଟ ଜାରି ହୋଇଛି।

# ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ସମେତ ୭ ମୁସଲମାନ ସଂଗଠନ  ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ସଂଗଠନଗୁଡ଼ିକ କହିଛନ୍ତି ଯେ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଜାମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହେଲା ନାହିଁ କି ଲୋକଙ୍କ ବିଶ୍ୱାସ ରହିଲା ନାହିଁ। ସରକାରଙ୍କ ଏହି ପଦକ୍ଷେପ ଅସାମ୍ବିଧାନିକ ଓ ସମ୍ବିଧାନର ମୂଳ ସିଦ୍ଧାନ୍ତର ଉଲ୍ଲଙ୍ଘନ କରୁଛି।

# କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପାକିସ୍ତାନର କୌଣସି ଅଧିକାର ନାହିଁ କହିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

# ବିହାର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଏକ ୭ଜଣିଆ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍‍ ରାଜ୍ୟକୁ ୩ଦିନ ଗସ୍ତରେ ଯାଇଛନ୍ତି

# ୨୦୨୪ ସୁଦ୍ଧା ଦେଶକୁ ୫ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରାଯିବା ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର।

# ଆସାମ ଜାତୀୟ ନାଗରିକ ପଞ୍ଜିକା ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ।

ଆନ୍ତର୍ଜାତୀୟ:

# ପାକିସ୍ତାନ ଆଜି ସଫଳତାର ସହ ଗଜନବୀ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି ବୋଲି ସେନା ବାହିନୀ ପକ୍ଷରୁ କୁହାଯାଇଛି

# ହଂକଂରେ ଚୀନ ପକ୍ଷରୁ ନୂତନ ସେନା ମୁତୟନ

Comments are closed.