୭୬ ବର୍ଷରେ ଅଭିନେତ୍ରୀ ଜୟା ବଚ୍ଚନ

ଡେସ୍କ: ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ୧୫ ବର୍ଷ ବୟସରେ ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର ‘ମହାନଗର’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୭୧ ମସିହାରେ ‘ଗୁଡ୍ଡି’ ଚଳଚ୍ଚିତ୍ର ଜରିଆରେ ପ୍ରସିଦ୍ଧ ହୋଇଥିଲେ। ୧୯୭୩ରେ ଅମିତାଭ ବଚ୍ଚନଙ୍କୁ ବିବାହ କରିବା ପରେ ସେ ଅନେକ ଫିଲ୍ମରେ ଅଭିନୟ ଜାରି ରଖିଥିଲେ। ଆଜି ତାଙ୍କର ୭୬ତମ ଜନ୍ମଦିନ ଅବସରରେ ଆସନ୍ତୁ ନଜର ପକାଇବା ତାଙ୍କର କିଛି ଶ୍ରେଷ୍ଠ ଫିଲ୍ମ ଉପରେ। ସିଲସିଲା ଜୟା ବଚ୍ଚନ ୧୯୮୧ରେ ୟଶ … Continue reading ୭୬ ବର୍ଷରେ ଅଭିନେତ୍ରୀ ଜୟା ବଚ୍ଚନ