ନିୟମିତ ଏହି ଗୋଟିଏ ପତ୍ର ଖାଇଲେ ହେବ ନାହିଁ ଉଚ୍ଚ ରକ୍ତଚାପ, ମଧୁମେହ..

ହିନ୍ଦୁ ଧର୍ମରେ ତୁଳସୀ ଖୁବ ପବିତ୍ର ବୋଲି ମାନ୍ୟତା ରହିଛି। ଅଧିକାଂଶ ଲୋକେ ନିଜ ଘର ଅଗଣାରେ ତୁଳସୀ ବୃକ୍ଷକୁ ରଖି ପୂଜାର୍ଚ୍ଚନା କରନ୍ତି। ପୂଜାପାଠ ବ୍ୟତୀତ ତୁଳସୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ତୁଳସୀପତ୍ର ଔଷଧୀୟ ଗୁଣରେ ଭରପୁର। ଆୟୁର୍ବେଦ ଅନୁଯାୟୀ, ନିୟମିତ ରୂପରେ ସକାଳେ ଖାଲି ପେଟରେ କିଛି ତୁଳସୀପତ୍ର ଚୋବାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଚମତ୍କାରୀ ଲାଭ ମିଳିଥାଏ। ଅନେକ ଅଧ୍ୟୟନରୁ ଜଣାପଡିଛି, ତୁଳସୀପତ୍ରରେ ଭିଟାମିନ୍ ଏ,ଭିଟାମିନ୍ ଡି, ଆଇରନ ଓ … Continue reading ନିୟମିତ ଏହି ଗୋଟିଏ ପତ୍ର ଖାଇଲେ ହେବ ନାହିଁ ଉଚ୍ଚ ରକ୍ତଚାପ, ମଧୁମେହ..