ଖରାଦିନେ ବେଲପତ୍ର ଖାଇଲେ ମିଳିଥାଏ ଏହି ଲାଭ..

ବେଲପତ୍ରରେ କ୍ୟାଲସିୟମ, ଫାଇବର ସହ ଭିଟାମିନ୍‌‌ ଏ, ସି, ବି୧ ଓ ବି୬ ଭଳି ପୋଷକ ତତ୍ତ୍ୱ ରହିଛି। ଅଧିକାଂଶ ଲୋକେ ଜାଣିନଥିବେ ବେଲପତ୍ର ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ପେଟ ସହ ଜଡିତ ଅନେକ ସମସ୍ୟାକୁ ଦୂର କରିଥାଏ। ହୃଦୟ ଓ ଯକୃତ ଜନିତ ସମସ୍ୟା ଦୂର କରିବାରେ ସହାୟକ ହେବା ସହ ସୁସ୍ଥ ରଖିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ନିୟମିତ ବେଲପତ୍ର ସେବନ କରିବାକୁ … Continue reading ଖରାଦିନେ ବେଲପତ୍ର ଖାଇଲେ ମିଳିଥାଏ ଏହି ଲାଭ..