ଅପରାହ୍ଣ ୪ଟା ମୁଖ୍ୟ ଖବର

ଜଳୁଛି ରାଜଧାନୀ ; ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ.. ବିଜେଡିରେ ମିଶିଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ.. କଂଗ୍ରେସରେ ସାମିଲ ହେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ.. ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି.. ଏହାପୂର୍ବରୁ ଲୋକଙ୍କ ମତାମତ ଲୋଡିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ.. କଂଗ୍ରେସର ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ.. ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀ ମନୋଜ ରଥ.. ଭୁବନେଶ୍ୱର … Continue reading ଅପରାହ୍ଣ ୪ଟା ମୁଖ୍ୟ ଖବର