ଅପରାହ୍ଣ ୪ଟା ମୁଖ୍ୟ ଖବର

ମାଲକାନଗିରି : ମାଲକାନଗିରିକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୪ ହଜାର କୋଟି ବ୍ୟୟରେ ନିର୍ମାଣ ହେବ ସିମେଣ୍ଟ କାରଖାନା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା, ୨ ହଜାର ସ୍ଥାନୀୟ ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି..

ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି..

ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ, ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ, ଦାମୀ କାରରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ସମନ ଜାରି କଲା ସିବିଆଇ..

ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ, ପାହାଳ ଥାନା ସିଟି ହୋମ୍‌ ଡୁପ୍ଲେକ୍ସରେ ଘରେ ପଶି ଦୁର୍ବୃତ୍ତ ୪୦ ଲକ୍ଷର ସୁନାଗହଣା ଲୁଟି ନେଲେ..

୨୦୨୫ରେ ଏହି ରାଶିଙ୍କ ଭୂମି, ଯାନ, ଘର କିଣିବାର ସ୍ୱପ୍ନ ହେବ ପୂରଣ : ଶୁକ୍ର କରିବେ ଭାଗ୍ୟଶାଳୀ..

prayash

ଜେରା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଲେ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭର ନୃସିଂହ ଶତପଥୀ, ନୃସିଂହଙ୍କ ସମେତ ଅନ୍ୟ ୨ ଡ୍ରାଇଭରଙ୍କୁ ବି ଜେରା..

ମାର୍ଗଶୀର ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ଗୋଟିଏ କାମ ହେଲେ ବର୍ଷଯାକ ହେବ ଧନବର୍ଷା..

ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ..

ହାଇକୋର୍ଟରୁ ବେଲ୍ ମିଳିଥିଲେ ମଧ୍ୟ ଗୋଟିଏ ରାତି ଜେଲରେ ଥିଲେ ଅଲ୍ଲୁ ଅର୍ଜୁନ..

ନୂଆ ପାନ୍‌ କାର୍ଡ ଆବେଦନ ନାଁରେ ଠକେଇ; କରନ୍ତୁ ନାହିଁ ଏହି ଭୁଲ୍‌, ଆକାଉଣ୍ଟ ହୋଇଯିବ ଖାଲି..

kalyan agarbati

Comments are closed.