ଅପରାହ୍ଣ ୪ଟା ମୁଖ୍ୟ ଖବର

ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହ ମଧ୍ୟରେ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା.. ରାଜଧାନୀ ଭୁବନେଶ୍ବର ୪୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସବୁଠୁ ଉତପ୍ତ ସହର.. ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ସତର୍କତା.. ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ଦେବ କାଳବୈଶାଖୀ.. କଟକ ଭୁବନେଶ୍ବର ସହ ୭ ଜିଲାକୁ ୟେଲୋ ଆଲର୍ଟ.. ରାୟଗଡା, ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ, ବରଗଡ, ନୟାଗଡକୁ ୟେଲୋ ଆଲର୍ଟ.. କ’ଣ କହେ … Continue reading ଅପରାହ୍ଣ ୪ଟା ମୁଖ୍ୟ ଖବର