www.samajalive.in
Sunday, December 7, 2025
23.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ ଆପ୍.. ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.. ଛୋଟ ଛୋଟ କାମ ପାଇଁ ଆଉ ରାଜସ୍ୱ ବିଭାଗ କିମ୍ବା କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି.. ମୋବାଇଲରେ ମିଳିବ ସମସ୍ତ ରାଜସ୍ଵ ସେବା..

ଦୁର୍ଘଟଣାରେ ଜଳିଗଲା ୨ଟି କାର୍.. ଗଞ୍ଜାମ ଚମାଖଣ୍ଡି ଥାନା ସମ୍ମୁଖରେ ଜଳିଗଲା ୨ଟି କାର୍.. ଉଉଭୟ କାର୍ ପରସ୍ପରକୁ ଧକ୍କା ଦେବାପରେ ନିଆଁ ଲାଗିଥିବା ସୂଚନା.. ୨ ଜଣ ସାମାନ୍ୟ ଆହତ..

- Advertisement -

ଆଠଗଡ଼ ବ୍ଲକ୍‌ ଆଗରେ ପୁଲିସ ଉପରକୁ ଡେଲାମାଡ଼ ଘଟଣାରେ ୫୯ ଗିରଫ.. ବିଜେପି-ବିଜେଡି କର୍ମୀ ମୁହାଁମୁହିଁରୁ ହୋଇଥିଲା ଉତ୍ତେଜନା..

ଅସରାଏ ବର୍ଷାରେ ବାଲେଶ୍ଵରସହର ସ୍ଥିତି ବେହାଲ.. ୨୬ ନଂ ଓ୍ବାର୍ଡ କଂଗ୍ରେସ ଗଳିରେ ଘରେ ପଶିଲା ପାଣି.. ଘର ଭିତରେ ଲହଡି ମାରୁଛି ବର୍ଷା ଜଳ.. ସେପଟେ ବଙ୍ଗୋପସାଗର ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା..

ମହାକାଶକୁ ଉଡ଼ାଣ ଭରିଲେ ଶୁଭାଂଶୁ ଶୁକ୍ଳା.. ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ନିର୍ଦ୍ଧାରିତ ସମୟ ୧୨ଟା ୧ରେ ଲଞ୍ଚ୍‌ ହେଲା ଅକ୍ସିଅମ୍‌-୪ ମହାକାଶ ଯାନ..

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories