ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’.. ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର, ଅଧ୍ୟକ୍ଷଙ୍କୁ ଚିଠି..
ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା.. ନିଜଆଡ଼ୁ ମାମଲା ରୁଜୁ କଲା ଜାତୀୟ ମାନବାଧିକାର କମିଶନ.. ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦେଶ..
ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରଜ୍ୟପାଳଙ୍କ ଉଦ୍ବେଗ.. ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବେଗ ପ୍ରକାଶ କଲେ ରାଜ୍ୟପାଳ ହରିବାବୁ କମ୍ଭମପତି.. କହିଲେ ୯୫ ପ୍ରତିଶତ ଲୋକ ବିଭିନ୍ନ ସରକାରୀ ଯୋଜନା ସୁବିଧା ବିଷୟରେ ଅବଗତ ନାହାନ୍ତି.. ଏମିତିକି ଅଫିସର ବି ଜାଣିନାହାନ୍ତି କହିଲେ ରାଜ୍ୟପାଳ..
ଜୁନ୍ ୨୫ରେ ବିଜେଡି ଯୁବ ଛାତ୍ର ସଂଗଠନର ଆନ୍ଦୋଳନ.. ଯୁବତୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଘଟଣା ପ୍ରତିବାଦରେ ଆନ୍ଦୋଳନ ଡାକରା..
ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ଗୁଳିମାଡ.. ବାରିପଦା ଏନଏଚ୍ ୧୮ ଅସନଯୋଡା ନିକଟରେ ଅଭାବନୀୟ ଘଟଣା.. ୫ ରାଉଣ୍ଡ ଗୁଳି କରି ୩ ଦୁର୍ବୃତ୍ତ ଚମ୍ପଟ୍.. ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି..



