ପୁଣି କେନ୍ଦ୍ରପଡା ଯିବେ ସାରଥି ଓରଫ ସନ୍ତୋଷ ରାଉଳ.. କେନ୍ଦ୍ରାପଡା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି..
କିମ୍ସ, ହାଇଟେକ୍, ସମ୍ ହସ୍ପିଟାଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯାଞ୍ଚ.. ରାଉରକେଲା ସହ ଭୁବନେଶ୍ବର ହାଇଟେକ୍ରେ ଯାଞ୍ଚ କରୁଛି ଇଡି.. ଏନଆରଆଇ କୋଟାରେ ଆଡମିଶନ ନେଇ ଇଡି ପକ୍ଷରୁ ଯାଞ୍ଚ କରାଯାଉଥିବା ସୂଚନା..
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ.. ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ.. ସାର୍ବଜନୀନ ହେବନି କମିଶନଙ୍କ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ..
ଦିନିକିଆ କ୍ରିକେଟରୁ ଷ୍ଟିଭ୍ ସ୍ମିଥଙ୍କ ଅବସର.. ଚମ୍ପିଆନ୍ସ ଟ୍ରଫି ସେମିରେ ଭାରତଠାରୁ ପରାଜୟ ପରେ ଅବସର ଘୋଷଣା କଲେ ସ୍ମିଥ..
ବିଧାନସଭା ପରିସରରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ.. ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. କହିଲେ ବିଜୁ ବାବୁ ଆଧୁନିକ ଓଡ଼ିଶାର ନିର୍ମାତା..
ଭୁବନେଶ୍ବର ଡିସିପି ଭାବେ ବିଧିବଦ୍ଧ ଦାୟିତ୍ବ ନେଲେ ଜଗମୋହନ ମୀନା.. ପୁଲିସ କମିଶନର ସୁରେଶ ସିଂହ ଦେବଦତ୍ତଙ୍କ ଉପସ୍ଥିତିରେ ପିନାକ ମିଶ୍ରଙ୍କଠାରୁ ଗ୍ରହଣ କଲେ ଦାୟିତ୍ବ..



