ସମାଜ ଡିଜିଟାଲ ଡେସ୍କ: ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୪୮ଟି ହାଜତ ମୃତ୍ୟୁ ଘଟିଛି। ସୋମବାର ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୧୦ ବର୍ଷରେ ଓଡ଼ିଶାରେ ୪୮ ଜଣଙ୍କର ହାଜତ ମୃତ୍ୟୁ ଘଟିଛି। ୨୦୧୫ରେ ସର୍ବାଧିକ ୮ ଜଣଙ୍କର ହାଜତ ମୃତ୍ୟୁ ହୋଇଥିବାବେଳେ ୨୦୧୬ରେ ୪, ୨୦୧୭ରେ ୩, ୨୦୧୮ରେ ୩ … Continue reading ୧୦ ବର୍ଷରେ ୪୮ ହାଜତ ମୃତ୍ୟୁ
Copy and paste this URL into your WordPress site to embed
Copy and paste this code into your site to embed