ଭୁବନେଶ୍ୱର : ନକଲି ଜର୍ଦା ଜବତ, ୨ ଗିରଫ..
କଟକ : ରାସ୍ତାଘାଟ ସମସ୍ୟା ଦୂର ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ..
ଆସନ୍ତା ୨୭ ତାରିଖ ସୁଦ୍ଧା କାମ ଶେଷ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ..
ନିର୍ମାଣ/ମରାମତି କାମ ୨୭ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ..
ପୁରୀ : ଶ୍ରୀମନ୍ଦିର ପ୍ରବେଶ ବେଳେ ମାର୍ଜିତ ପୋଷାକ ପ୍ରସଙ୍ଗ..
ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ପରାମର୍ଶବଳୀ..
ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ,ଚୁଡିଦାର ପଞ୍ଜାବୀ,ଧୋତି ପିନ୍ଧିବେ..
ମହିଳା ପିନ୍ଧିବେ ଶାଢୀ, ଶାଲୱାର କମିଜ୍ ଭଳି ଶାଳୀନତା ପୂର୍ଣ୍ଣ ପୋଷାକ..
ଆଜି ଠାରୁ ଅପରେସନ ଅଜୟ ; ଇସ୍ରାଏଲରୁ ଆସୁଛନ୍ତି ଭାରତୀୟ..
ଇସ୍ରାଏଲ-ହମାସ ଯୁଦ୍ଧରେ ୨୮୦୦ ରୁ ଅଧିକ ଲୋକ ପ୍ରାଣ ହରାଇଲେ..
ଚୀନ୍ରେ ଇସ୍ରାଏଲ କୂଟନୈତିଜ୍ଞଙ୍କ ଛୁରାମାଡ ସୂଚନା..
ଝାରସୁଗୁଡାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡିବ ବିମାନ..
ନଭେମ୍ବର ୫ରୁ କୋଲକାତା,୧୫ରୁ ବେଙ୍ଗାଲୁରୁକୁ ଉଡିବ ବିମାନ..
ପ୍ରତିଦିନ ଏହି ଦୁଇ ସ୍ଥାନକୁ ବିମାନ ଚଳାଚଳ କରିବ..
ପାରାଦୀପ : ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କଲା ସିବିଆଇ..



