ଅପରାହ୍ଣ ୪ଟା ମୁଖ୍ୟ ଖବର

ସମ୍ବଲପୁର ହନୁମାନ ଜୟନ୍ତୀରେ ବାହାରିବନି ଶୋଭାଯାତ୍ରା.. ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ ବୈଠକରେ ନିଷ୍ପତି.. ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବ.. ବିପଦ ଆଶଙ୍କା ! ମୁଖ୍ୟ ନିର୍ବାଚନ କମିଶନରଙ୍କୁ ‘z’ ବର୍ଗର ସୁରକ୍ଷା.. ବୋଟ୍ ର ହେଲା ତଥ୍ୟ ଲିକ୍ ; ଡାର୍କ ୱେବ୍ ରେ ଆସିଲା ୭୫ ଲକ୍ଷ ଭାରତୀୟଙ୍କର ସବିଶେଷ ତଥ୍ୟ.. ଆସନ୍ତା ୧୩ ତାରିଖ ପରଠାରୁୁ ରାଜ୍ୟରେ ପୁଣି ବଢିବ ତାତି.. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟ ଝଟକା.. … Continue reading ଅପରାହ୍ଣ ୪ଟା ମୁଖ୍ୟ ଖବର