ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ଅଘଟଣ.. ବାଣ କାରଖାନାରେ ବିସ୍ଫୋରଣ ଘଟି ୨ମୃତ..୨ ଗୁରୁତର
ୱାନଖେଡ଼େ ଷ୍ଟାଡିୟମରେ ସ୍ଥାପନ ହେବ ସଚିନଙ୍କ ପ୍ରତିମୂର୍ତ୍ତି..
ମୁମ୍ବଇର ୱାନଖେଡ଼େ ଷ୍ଟାଡିୟମରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ.. ସଚିନଙ୍କ ଅବସରର ୧୦ବର୍ଷ ପରେ ତାଙ୍କୁ ଏହି ବିଶେଷ ସମ୍ମାନ ମିଳୁଛି..
କଟକ : କଟକରୁ ପୁଣି ନକଲି ଔଷଧ ଜବତ.. ଜଣେ ଅଟକ.. ଟାଉନ ହଲ୍ ସ୍ଥିତ ଡିଷ୍ଟ୍ରିବ୍ୟୁଟର ପାଖରୁ ଜବତ..
ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୁଲିସ ପକ୍ଷରୁ ମିଳିତ ଚଢାଉ..
ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ; ଜଣେ ଆତଙ୍କୀ ନିହତ, ୨ ଯବାନ ଆହତ ..
କାଶ୍ମୀର ଘାଟିର ଅବନ୍ତିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ
ଭୁବନେଶ୍ୱର : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି.. ଭୁବନେଶ୍ୱର ଲୋୟର ପିଏମଜିରେ ଯୁବ ମୋର୍ଚ୍ଚାର ରାଲି..
+୨ ପରୀକ୍ଷା ପରିଚାଳନାରେ ଭାଗ ନେବେ ୬୬୨ ବର୍ଗ ଅଧ୍ୟାପକ..
ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ନିଷ୍ପତ୍ତି.. ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ମଧ୍ୟ ଭାଗ ନେବେ..



