www.samajalive.in
Sunday, December 7, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ୱର : ସଂଗୀତ ନିର୍ଦ୍ଦେଶକ ତଥା ବରିଷ୍ଠ ଅଭିନେତା ସ୍ୱରୂପ ନାୟକଙ୍କ ପରଲୋକ..

ଭଞ୍ଜନଗର : ଧାନ ବିଲ ଜଗିଥିବା ବେଳେ ଦଳିଦେଲା ହାତୀ..

- Advertisement -

ମୁଜାଗଡ ରେଞ୍ଜ ଗୁଣ୍ଡୁରିବାଡି ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି..

ଆସନ୍ତାକାଲି କୁମାର ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ, ରାତି ୧ଟା ୫ ମିନିଟରୁ ୨ଟା ୨୪ ଯାଏଁ ଲାଗିବ ଗ୍ରହଣ..

ଆଜିଠାରୁ ଡିସେମ୍ବର ୯ ଯାଏଁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ..

ଆସନ୍ତାକାଲି ଠାରୁ ଗଜଲକ୍ଷ୍ମୀ ପୂଜା, ଢେଙ୍କାନାଳ ଓ କେନ୍ଦ୍ରାପଡାରେ ପ୍ରସ୍ତୁତି ଚୁଡାନ୍ତ..

ନଭେମ୍ବର ୨୭ରୁ ଡିସେମ୍ବର ୪ଯାଏଁ କଟକ ବାଲିଯାତ୍ରା, ଅକ୍ଟୋବର ୩୦ରୁ ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ..

ପୃଷ୍ଠପୋଷକଙ୍କ ପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୩, ବ୍ୟବସାୟୀଙ୍କ ଲାଗି ନଭେମ୍ବର ୪ରୁ ନଭେମ୍ବର ୧୦ ପ୍ଲଟ ବୁକିଂ..

ନଭେମ୍ବର ୧୧ରୁ ୧୫ ଯାଏଁ ହେବ ନିଲାମ..

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories