କେନ୍ଦ୍ରାପଡା : ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା..
ଏସୀୟ କ୍ରୀଡ଼ା ମହିଳା କ୍ରିକେଟରେ ଭାରତକୁ ସ୍ବର୍ଣ୍ଣ..
ଫାଇନାଲରେ ଶ୍ରୀଲଙ୍କାକୁ ହରାଇଲା ଟମ୍ ଇଣ୍ଡିଆ..
କମୁଛି ହୀରାକୁଦର ଜଳସ୍ତର .. ୧୦ଟି ଗେଟ୍ ବନ୍ଦ..
ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଡ୍ୟାମରୁ ନିଷ୍କାସିତ ହେଉଛି ଜଳ..
ବିଧାନସଭାରେ ମୌସୁମୀ ଅଧିବେଶନ..
ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ଲୋକଙ୍କ ପାଖରେ ସିଏମଓ ପହଞ୍ଚିଛି..
ସିଏମଓ ଉପରେ ଲୋକଙ୍କ ଦୃଢ ଆସ୍ଥା ରହିଛି..



