ବଦଳିଲା ଟ୍ବିଟର୍ର ଲୋଗୋ ..
ଏଣିକି ୱେବସାଇଟ୍ରେ ଏକ୍ସ.କମ୍ ଟାଇପ କଲେ ଟ୍ୱିଟର ପେଜ୍ ଖୋଲିବ ବୋଲି ଏଲନ ମସ୍କଙ୍କ ସୂଚନା..
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ..
ଆଗାମୀ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି..
ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ କାମ ପାଇଁ ଚାଲିଛି ମାଟି ପରୀକ୍ଷଣ..
ପରୀକ୍ଷା ପାଇଁ ୩୦ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି..
ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା..
ଗତବର୍ଷ ଅପେକ୍ଷା ଡେଙ୍ଗୁ ପଜିଟିଭ୍ ସଂଖ୍ୟା କମିଛି ..
ଗତବର୍ଷ ୯୮୧୩ ଟେଷ୍ଟ ହୋଇଥିଲା, ପଜିଟିଭ ଥିଲେ ୭୨୦..
ଚଳିତ ବର୍ଷ ଏଯାବତ୍ ୧୭ ହଜାର ୭୪୧ ଟେଷ୍ଟ.. ୫୦୬ ପଜିଟିଭ୍..
୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ.. ସୁରକ୍ଷା ଦାୟିତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ ରହିବେ..
ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍.. ମୋଟ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ..



