ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ..
ମୌସୁମୀ ସାରା ରାଜ୍ୟକୁ ଅଗ୍ରସର ନେଇ ପାଣିପାଗ ବିଭାଗର ସୂଚନା..
ଟାଇଟାନିକ୍ ବୁଡାଜାହାଜର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ବୁଡାଜାହାଜରେ ଥିବା ୫ ଜଣଙ୍କ ମୃତ୍ୟୁ..
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି.. ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ବନକଲାଗି..
ଢେଙ୍କାନାଳ : ହିନ୍ଦୋଳ ରେଞ୍ଜ ମାଗୁବେରେଣୀ ଗାଁରେ ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ..
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା..
୪ ଆତଙ୍କବାଦୀ ନିହତ..
କୁପୱାରାରେ ସେନା ଓ ପୁଲିସର ମିଳିତ ଗୁଳିବିନିମୟ..
ରେଢାଖୋଲ : କରେଣ୍ଟ ଲାଗି କାକୀ ଶାଶୁ ଓ ବୋହୂ ମୃତ..
ଯୁଯୁମୁରା ଥାନା ଲିପିଣ୍ଡା ପଞ୍ଚାୟତ ଡାବ୍ତଇଲା ଗାଁରେ ଅଘଟଣ..



