ଅପରାହ୍ଣ ୪ଟା ମୁଖ୍ୟ ଖବର

୫ ଓ ୬ରେ ବାରବାଟୀ ମ୍ୟାଚ୍‌ ପାଇଁ କାଉଁଣ୍ଟରରେ ଟିକେଟ୍‌ ବିକ୍ରି,୨ ତାରିଖରେ ଅନଲାଇନରେ ବିକ୍ରି ହେବ ୪ ହଜାର ଟିକେଟ୍‌, ସୂଚନା ଦେଲେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ.. ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ଦିବାରାତ୍ର ମ୍ୟାଚ୍‌ ଖେଳାଯିବ..

ପ୍ରଧାନମନ୍ତ୍ରୀ ଆବାସ ଯୋଜନା; ନୂତନ ହିତାଧିକାରୀ ଚୟନ ନିମନ୍ତେ ସର୍ଭେର ଶୁଭାରମ୍ଭ କଲେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ..

ଆଉ ମାତ୍ର ଅଳ୍ପ ଦିନ; ସୂର୍ଯ୍ୟ-ଶନି ହେବେ ଏକାଠି, ଫେବୃଆରୀରେ ଦୁର୍ଲ୍ଲଭ ଯୋଗ ,ଏହି ୪ ରାଶି ହେବେ ଭାଗ୍ୟବାନ୍‌

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟି ୮ ମୃତ, ମହାରାଷ୍ଟ୍ରର ଭଣ୍ଡାରା ଜିଲାରେ ଥିବା କାରଖାନାରେ ଘଟିଛି ଅଘଟଣ..

ଯାଜପୁର : ସୁନା ଚୋରିରୁ ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ,ରାଜ୍ୟ ବାହାରୁ ଆଉ ଜଣଙ୍କୁ ଗିରଫ କଲା ପୁଲିସ..

ଓ୍ବାକଫ୍‌ ସଂଶୋଧନ ବିଧେୟକକୁ ନେଇ ବସିଥିବା ଯୁଗ୍ମ ସଂସଦୀୟ କମିଟି(ଜେପିସି) ବୈଠକରେ ପ୍ରବଳ ହଙ୍ଗାମା, ଯୁଗ୍ମ ସଂସଦୀୟ କମିଟିରୁ ୧୦ ସାଂସଦ ନିଲମ୍ବିତ..

ଘନ କୁହୁଡି, ଭୁବନେଶ୍ବର ଓ ପୁରୀର ବିଭିନ୍ନ ସ୍ଥାନରେ ଘନ କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ..

ରାସ୍ତା କଡକୁ ଓଲଟିଲା ପିକନିକ୍ ବସ୍, ୨ ଆହତ, କଟକ- ସମ୍ବଲପୁର ରାସ୍ତା ଦ୍ବାରବତୀପୁର ଗାଁ ନିକଟରେ ଏକ ପିକନିକ୍ ବସ୍ ରାସ୍ତା କଡକୁ ଓଲଟି ପଡିବାରୁ ୨ ଜଣ ଆହତ ହୋଇଛନ୍ତି..

prayash

ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ଦୁର୍ଘଟଣା..

୨ ଆହତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି..

ରାଜଧାନୀ ଭୁବନେଶ୍ବରରେ ଏଟିଏମ୍ ତାଡି ନେଇଛନ୍ତି ଦୁର୍ବୃତ୍ତ..

ଏୟାରଫିଲ୍ଡ ଥାନା ଶ୍ରୀରାମପୁର ସ୍ଥିତ ଏସବିଆଇ ଏଟିଏମକୁ ଦୁର୍ବୃତ୍ତ ତାଡି ନେଇଛନ୍ତି..

ଏଟିଏମରେ କେତେ ଟଙ୍କା ଥିଲା ତାହା ଜଣାପଡିନି
ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ କରୁଛି..

ଅତିରିକ୍ତ ଏସପିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ; ଏସ୍‌ପି ଓ ତାଙ୍କ ପତ୍ନୀଙ୍କ ସହ ୪ ଆହତ..

ସ୍କୁଲ ଯିବା ପାଇଁ ଜୋତା ପିନ୍ଧୁଥିଲା ନାବାଳକ; ବାହାରିଲା ବୋଡା ସାପ, ତା’ପରେ..

ପତ୍ନୀଙ୍କଠାରୁ ଅଲଗା ହେବେ ବିରେନ୍ଦ୍ର ସେହୱାଗ!

kalyan agarbati

Comments are closed.