ଭୁବନେଶ୍ୱରର ୪ଟି ଯାକ ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ..
ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍ ରହିବ..
ରାଜଧାନୀରେ ଡେଙ୍ଗୁ ବଢ଼ିବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିଷ୍ପତ୍ତି..
ରାଜ୍ୟରେ ଡେଙ୍ଗୁ ଜନିତ ମୃତ୍ୟୁ ଶୂନ – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ..
ଡେଙ୍ଗୁ ମୃତ୍ୟୁ ସ୍ପଷ୍ଟ କରିବା ପାଇଁ ସବୁଜିଲ୍ଲାରେ ବିଶେଷଜ୍ଞ କମିଟି ରହିଛି..
ବାଲେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସ୍ଟିଏଫ୍..
ବାଲେଶ୍ୱର ରେଳ ଷ୍ଟେସନରୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଧରିଲା..
ପ୍ରାୟ ୧ କେଜିର ବ୍ରାଉନସୁଗାର ଜବତ ସହ ୪ ନିଶା ମାଫିଆ ଗିରଫ..
କ୍ୟାପିଟାଲ ହସ୍ପିଟାଲରେ କାଲିଠୁ ଖୋଲିବ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର..
ଭିଡ଼ ଏଡ଼ାଇବା ଲାଗି କାଲିଠୁ ଖୋଲିବ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର..
କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା..
ଓଡ଼ିଶାର ୧୪ଟି ସ୍କୁଲକୁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁରୀ..
୨୦୨୩-୨୪ ଆର୍ଥିକ ଶିକ୍ଷା ବର୍ଷ ପାଇଁ ଶିକ୍ଷା ମନ୍ତ୍ରାଳୟର ଅର୍ଥ ମଞ୍ଜୁରୀ..
୬ ମାସରେ ଖୋର୍ଦ୍ଧା ଜିଲ୍ଲାର ସବୁ କଲେଜର ହେବ ରୂପାନ୍ତରଣ ..
ସବୁ +୨ ଓ +୩ କଲେଜର ହେବ ରୂପାନ୍ତର..
୫ଟିରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ: ୫ଟି ସଚିବ ଭି କେ ପାଣ୍ଡିଆନ..



