www.samajalive.in
Tuesday, December 9, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ପୂଜା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସରକାର ଭେଟି..

ମହାଙ୍ଗା ଭତ୍ତା ୪ % ବୃଦ୍ଧି ..

- Advertisement -

ଭତ୍ତାକୁ ୪୨%ରୁ ୪୬% ବୃଦ୍ଧି ..

ଉପକୃତ ହେବେ ୧ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନ୍‌‌ସନ୍‌‌ ଭୋଗୀ ..

୩ ଦିନ ଶୁଖିଲା ପାଗ ; ଆଜି ଓ କାଲି ବର୍ଷା ..

ରାଜ୍ୟରେ ୨୦ ରୁ ୨୨ ପର୍ୟ୍ୟନ୍ତ ପାଗ ଶୁଖିଲା ରହିବା ନେଇ ସମ୍ଭାବନା

ଇସ୍ରାଏଲ୍‌ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଭବ୍ୟ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ..

ହମାସର କାର୍ୟ୍ୟ ଏବେ ଆଇଏସଆଇଏସ ଭଳି ଲାଗିଲାଣି: ବାଇଡ଼େନ୍‌..

ଭୁବନେଶ୍ୱର : ୟୁନିଟ ୯ ଭଗବତୀ ବସ୍ତିର ଘର ଭିତରୁ ନବବଧୂଙ୍କ ମୃତଦେହ ଉଦ୍ଧାର..

ପାଳଲହଡା ବିଇଓ କାର୍ଯ୍ୟାଳୟର ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ..

ଭୁବନେଶ୍ୱର : ପଶ୍ଚିମା ଝଡ ପ୍ରଭାବରେ ୪ ଜିଲାରେ ହାଲୁକା ବର୍ଷା ..

ସୁନ୍ଦରଗଡ, ଝାରସୁଗୁଡା, ଗଜପତି, ପୁରୀରେ ହାଲୁକା ବର୍ଷା ..

ବାଲିଶଙ୍କରାରେ ୧୨.୨,ଟାଙ୍ଗରପଲ୍ଲୀରେ ୧୦.୪ ମିମି ବର୍ଷା ରେକର୍ଡ..

ପୂଜା ସମୟରେ ମାତିଛନ୍ତି ଲୁଟେରା..

ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟେରା ରାଜ୍‌‌..

ଦିନକ ତଳେ ଏକ ଆପାର୍ଟମେଣ୍ଟ ଭିତରେ ଲୁଟିଥିଲେ..

ଗତରାତିରେ ଏକ ଅଟୋ ସୋରୁମରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ..

ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ନଭେମ୍ବର ୧ରୁ ବାଘ ଗଣନା..

ଗାଜାର ଏକ ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ..

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories