ଅପରାହ୍ଣ ୪ଟା ମୁଖ୍ୟ ଖବର

କଲବଲ କରୁଛି ତାତି ; ରାଜଧାନୀରେ ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ.. ତାତି ବଢିବା ସହ ଗ୍ରୀଷ୍ମ ପ୍ରବାହ ନେଇ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି.. ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମ ଆଶ୍ଵସ୍ତି.. ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆତ୍ମସମର୍ପଣରୁ ଛାଡ଼ କଲେ ସୁପ୍ରିମକୋର୍ଟ.. ଆଜି ପବିତ୍ର ଅଶୋକାଷ୍ଟମୀ.. ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା.. ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ.. ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଦ୍ଵିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ.. … Continue reading ଅପରାହ୍ଣ ୪ଟା ମୁଖ୍ୟ ଖବର