ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା..
ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସମ୍ଭାବନା..
କାଲି ସକାଳ ଯାଏଁ ୫ ଜିଲାକୁ ରେଡ୍,୮କୁ ଅରେଞ୍ଜ ଓ ୧୨କୁ ୟେଲୋ ୱାର୍ଣ୍ଣିଂ ଜାରି..
ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଡକାଗଲା ସର୍ବଦଳୀୟ ବୈଠକ..
ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟ ୧୩ ଓଡିଆ ଆଥଲେଟଙ୍କୁ ସହାୟତା..
ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..



