www.samajalive.in
Sunday, December 7, 2025
18.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ବ୍ରହ୍ମପୁର : ଗୋଷାଣୀନୂଆଗାଁ ଥାନା ନୀଳକଣ୍ଠନଗରରେ ମହିଳାଙ୍କୁ ହତ୍ୟା..

ଘରକୁ ଫେରୁଥିବା ବେଳେ ପଛପଟୁ ମୁଣ୍ଡକୁ ପିଟିପିଟି ହତ୍ୟା..

- Advertisement -

ମୃତ ମହିଳା ସୌଦାମିନୀ .. ଶିଶୁ କଲ୍ୟାଣ ସମିତି ସଦସ୍ୟ ଥିବା ସୂଚନା..

ମହିଳାଙ୍କ ଡ୍ରାଇଭରକୁ ଅଟକ ରଖି ପୁଲିସ କରୁଛି ପଚରାଉଚରା..

କଟକ : ଛତ୍ରବଜାରରେ ସିଏମସି ଏନ୍‌‌ଫୋର୍ସମେଣ୍ଟ ଟିମ୍‌‌ର ପିଣ୍ଡି ଆବଣ୍ଟନ ବିବାଦକୁ ନେଇ କରୁଛି ଯାଞ୍ଚ..

ଇସ୍ରାଏଲ-ହମାସ ଭୟଙ୍କର ଯୁଦ୍ଧ ; ଏପର୍ୟ୍ୟନ୍ତ ୨୪୦୦ ରୁ ଅଧିକ ମୃତ୍ୟୁ ; ଗାଜା ଷ୍ଟ୍ରିପ୍ ରେ ୨,୫୦,୦୦୦ ଲୋକ ବାସହୀନ..

ମାଲକାନଗିରିରେ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

୧୯୨ କୋଟି ବ୍ୟୟରେ ୧୮ଟି ଲୋକାଭିମୁଖି ପ୍ରକଳ୍ପର କଲେ ଶୁଭାରମ୍ଭ..

ପ୍ରଥମ ପର୍ଯ୍ୟୟରେ ୬ଟି ଜିଲା ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲାରେ ଲକ୍ଷ୍ମୀ ବସ୍‌‌ ସେବା ଆରମ୍ଭ ..

ମାଲକାନଗିରିରେ ୩୬ଟି ଲକ୍ଷ୍ମୀ ବସ୍‌‌ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସାରା ଓଡିଶାରେ ଚଳାଚଳ କରିବ ଲକ୍ଷ୍ମୀ ବସ୍‌‌ ..

ରାଉରକେଲା : ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର.. ହତ୍ୟା ସନ୍ଦେହ..

ବାପାକୁ ଅଟକ ରଖି ପୁଲିସର ପଚରାଉଚରା ଜାରି..

ଆଠଗଡ଼: ପଞ୍ଚକ ବ୍ରତ ଓ ବଡ଼ ଓଷା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ..

ଧବଳେଶ୍ବର ପୀଠରେ କଟକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ..

ନଭେମ୍ବର ୨୫ରେ ଧବଳେଶ୍ବରଙ୍କ ପୀଠରେ ପାଳନ ହେବ ବଡ଼ଓଷା..

ବିହାର ମର୍ମନ୍ତୁଦ ଟ୍ରେନ୍‌‌ ଦୁର୍ଘଟଣା ; ୪ ମୃତ, ଶତାଧିକ ଆହତ..

ସହାୟତା ରାଶି ଘୋଷଣା..

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories