ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ..
୧୯ଟି ପ୍ରସ୍ତାବକୁ ମୋହର..
ହଟିଯିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା..
ଆଇପିସି,ସିଆରପିସି ଏବଂ ଆଇଇଏ ହଟାଇବାକୁ ବ୍ୟବସ୍ଥା..
ଆଇପିସି,ସିଆରପିସି ହଟାଇବାକୁ ସଂସଦରେ ଆସିଲା ବିଲ୍..
୩ଟି ବିଲ୍ ଆଗତ କଲେ ଗୃହ ମନ୍ତ୍ରୀ ଅମିତ ଶାହା..
୭୭ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ..
ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନାହିଁ..
ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର..



