ଅପରାହ୍ଣ ୪ଟା ମୁଖ୍ୟ ଖବର

କଟକ : ଓଆରଏଚଡିସି ଦୁର୍ନୀତି ମାମଲା.. ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା.. ଭିଜିଲାନ୍ସ କୋର୍ଟ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ.. ଜୟପୁରରେ ଦୁଇ ବାଇକ  ଧକ୍କା : ୩ ମୃତ , ୪ ଗୁରୁତର.. ନୂତନ ବସ ଷ୍ଟାଣ୍ଡ ନିର୍ମାଣ କୁ ବିରୋଧ କରି ଆଜି ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା.. ମାଲକାନଗିରିରୁ ଛତିଶଗଡ ଯିବାବେଳେ କାରରୁ ୩ଲକ୍ଷରୁ ଅଧିକ ଟଙ୍କା ଜବତ.. ଷଣ୍ଢକୁ ଉସୁକାଇଲେ ବ୍ୟକ୍ତି : ତା’ପରେ ୩ ଥର ଉଠାଇ.. କ’ଣ ହେଲା … Continue reading ଅପରାହ୍ଣ ୪ଟା ମୁଖ୍ୟ ଖବର