ପାକିସ୍ତାନର ସରକାରୀ ଓ୍ବେବସାଇଟ୍ ଓ ‘ଏକ୍ସ’ ହ୍ୟାଣ୍ଡେଲ ବ୍ଲକ୍ କଲା ଭାରତ.. ପାକିସ୍ତାନ ସରକାରଙ୍କ ‘ଏକ୍ସ’ ହ୍ୟାଣ୍ଡେଲ ଭାରତରେ ଦୃଶ୍ୟମାନ ହେବ ନାହିଁ କିମ୍ବା ଏହାର କୌଣସି ପୋଷ୍ଟ ଦୃଶ୍ୟମାନ ହେବ ନାହିଁ.. ପହଲଗାମ୍ ଆକ୍ରମଣ ପରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନ..
ମାଓବାଦୀଙ୍କ ଉପରେ ବଡ଼ ପ୍ରହାର.. ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିହତ.. ହଜାରେ ନକ୍ସଲଙ୍କୁ ଘେରିଲେ ୨୦ ହଜାର ଯବାନ..
ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥୀ.. ଇସାଣୀ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ.. ପରିବାର ସହ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇଥିବାବେଳେ ପହଲଗାମ୍ ଆତଙ୍କୀ ହମ୍ଲାରେ ପ୍ରାଣ ହରାଇଥିଲେ ବାଲେଶ୍ଵରର ପ୍ରଶାନ୍ତ..
ଲିଫ୍ଟରେ ଚାପିହୋଇ ରୋଗୀ ମୃତ.. ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ.. ମୃତ ମହିଳା ରାନ୍ଦୀଆ ପଂଚାୟତ ନରସିଂହପୁର ଗ୍ରାମର ମୀନତି ପରିଡା..
ଜାମ୍ମୁ-କାଶ୍ମୀରର ଉଦ୍ଧମପୁରରେ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟ.. ଜଣେ ଯବାନ ସହିଦ..



