ନିର୍ବାଚନରେ ନିୟୋଜିତ ଆସାମର ୩୦ରୁ ଅଧିକ ପୁଲିସ କର୍ମଚାରୀ ଦୁର୍ଘଟଣାରେ ଆହତ
ଡେସ୍କ: ବିହାରର ମୁଜାଫରପୁର ଜିଲ୍ଲାରେ ବୁଧବାର ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଆସାମ ପୁଲିସର ୩୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ରାକେଶ କୁମାର କହିଛନ୍ତି ଯେ ଜାତୀୟ ରାଜପଥର ସାକ୍ରା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ରାଜସ୍ଥାନ ଖଣି ଭୁଶୁଡ଼ିବା ଘଟଣା – ସମସ୍ତ ୧୫ ଅଧିକାରୀ ଉଦ୍ଧାର, ଜଣେ ମୃତ ସୋମବାର ନିର୍ବାଚନ ହୋଇଥିବା ସମସ୍ତିପୁରରେ … Continue reading ନିର୍ବାଚନରେ ନିୟୋଜିତ ଆସାମର ୩୦ରୁ ଅଧିକ ପୁଲିସ କର୍ମଚାରୀ ଦୁର୍ଘଟଣାରେ ଆହତ
Copy and paste this URL into your WordPress site to embed
Copy and paste this code into your site to embed