ପାଣି ଟାଙ୍କିରେ ୩୦ ମାଙ୍କଡ଼ଙ୍କ ମୃତଦେହ, ୨ ଶହ ପରିବାର ପିଉଛନ୍ତି ପାଣି

ଡେସ୍କ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ବୁଧବାର ଏକ ପାଣି ଟାଙ୍କିରୁ ପ୍ରାୟ ୩୦ଟି ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନନ୍ଦିକୋଣ୍ଡା ପୌରପାଳିକା ଅଧୀନ ନାଗାର୍ଜୁନ ସାଗର ନିକଟରେ ଥିବା ପାଣି ଟାଙ୍କିରୁ ପୌର କର୍ମଚାରୀମାନେ ୩୦ଟି ମାଙ୍କଡ଼ଙ୍କ ମୃତଦେହ ବାହାର କରିଛନ୍ତି। ଏହି ବିବାହ କାର୍ଡ ଦେଖିଲେ ଲାଗିବ ଝଟ୍‌‌କା; ପଢିଲେ ଉଡିବ ହୋସ୍‌‌, ହେଉଛି ଭାଇରାଲ.. ହିଲ୍ କଲୋନିର ପ୍ରାୟ ୨୦୦ ପରିବାରକୁ ପାନୀୟ ଜଳ ଯୋଗାଣ ପାଇଁ ଏହି ପାଣି ଟାଙ୍କି ବ୍ୟବହାର କରାଯାଉଥିଲା। … Continue reading ପାଣି ଟାଙ୍କିରେ ୩୦ ମାଙ୍କଡ଼ଙ୍କ ମୃତଦେହ, ୨ ଶହ ପରିବାର ପିଉଛନ୍ତି ପାଣି