ବଡ଼ ଠାକୁର ତଳେ ପଡ଼ିଯିବା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ସମାଜ ଡିଜିଟାଲ ଡେସ୍କ: ଆଡପ ମଣ୍ଡପକୁ ବିଜେ ପାଇଁ ଗତ ମଙ୍ଗଳବାର ରଥରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ସମୟରେ ଅଘଟଣ ଘଟିଥିଲା। ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କୁ ସେବାୟତମାନେ ପହଣ୍ଡି କରି ରଥରୁ ଓହ୍ଲାଉଥିବାବେଳେ ବଡ଼ ଠାକୁର ହଠାତ ଚାରରୁ ଖସିପଡ଼ି ମୁହଁ ମାଡ଼ି ତଳେ ପଡ଼ିଯାଇଥିଲେ। ଏହି ଘଟଣାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଥିବାବେଳେ ଏହାର ତଦନ୍ତ କରିବାକୁ ୩ ଜଣିଆ କମିଟି ଗଠନ କରାଯାଇଛି। ବୁଧବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏ ନେଇ … Continue reading ବଡ଼ ଠାକୁର ତଳେ ପଡ଼ିଯିବା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି